କନ୍ଦର୍ପଶୃଙ୍ଖଳ
ଦେଖଣା
କନ୍ଦର୍ପଶୃଙ୍ଖଳ —
ଉଚ୍ଚାରଣ: Kandarpaṡṛuṅkhaḻa
ସଂ. ବି. (୬: ଷ୍ଠୀ ତତ୍; କନ୍ଦର୍ପ+ଶୃଙ୍ଖଳ) —
ରତିବନ୍ଧବିଶେଷ — An intertwining pose in copulation.
[ଦ୍ର—ଏହି ବନ୍ଧର ଲକ୍ଷଣ :—
ନାରୀପଦହୟଂ ସ୍ଥାପ୍ୟ କାନ୍ତସ୍ଯୋରୁହଯୋପରି କଟିଞ୍ଚଦୋଳଯେଦାଶୁ ବନ୍ଧଃ କନ୍ଦର୍ପଶୃଙ୍ଖଳଃ]