କନ୍ଦଳିବା
ଦେଖଣା
କନ୍ଦଳିବା —
ଉଚ୍ଚାରଣ: Kandaḻibā
গজান
अँखुआना
ଦେ. କ୍ରି —
୧: ପିଲେଇବା; ଗଜୁରିବା — ୧. To send forth new shoots; to sprout.
୨: (ଲକ୍ଷଣାର୍ଥ) ଜାତ ହେବା — ୨. To grow.
ମାର୍ଗେ ୟାଉଁୟାଉଁ ବେନି ସୁନ୍ଦରୀର ପୀରତି କ୍ରମେ କନ୍ଦତି ରାଧାନାଥ. ୟୟାତି