Jump to content

କନ୍ଦାକଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଦାକଟା
ଉଚ୍ଚାରଣ: Kandākaṭā
কন্দাকাটি राआई

ଦେ. ବି. (ସହଚର ଶବ୍ଦ) —

କାନ୍ଦବୋବାଳି; ଅନେକ ଲୋକଙ୍କର କ୍ରନ୍ଦନରୋଳ; ବହୁସମୟବ୍ୟାପୀ କ୍ରନ୍ଦନ — Wailing.