Jump to content

କନ୍ଦାଜାଦୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଦାଜାଦୁ
ଉଚ୍ଚାରଣ: Kandājādu

ଦେ. ବି —

୧: ଲସାଦେବା ଏକପ୍ରକାର ଜାଦୁ — ୧. Ringworm with watery discharge.

୨: (ସଂ. ସ୍କନ୍ଧ+ଦଦ୍ରୁ)—ଗୋରୁଙ୍କ କାନ୍ଧରେ ହେବା ଏକପ୍ରକାର ଜାଦୁ — ୨. Yoke-gall; a sore on the neck of cattle.