ଶବ୍ଦାର୍ଥ:
କନ୍ଦାଳୁ — ଉଚ୍ଚାରଣ: Kandāḻu
ସଂ. ବି. (କନ୍ଦ+ଆଳୁ) —
କାସାଳୁ; ସକରକନ୍ଦ; ଗୟାଆଳୁ — The cassava yam.