Jump to content

କନ୍ଦା ବସିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଦା ବସିବା
ଉଚ୍ଚାରଣ: Kandā basibā

ଦେ. କ୍ରି —

ଧାନ ଥୋଡ଼ ଦେଖାଯିବା ପୁର୍ବରୁ ଧାନ— ଗଛମୂଳର ଗର୍ଭରେ ଆସି ଫଳ କନ୍ଦାଅବସ୍ଥାରେ ଉପଗତ ହେବା; କନ୍ଦା ଧାନଗଛ ମୂଳରେ ଗର୍ଭସ୍ଥ ହେବା — (ear of paddy) To germinate at the bottom of the plant.