କନ୍ଦି
ଦେଖଣା
କନ୍ଦି —
ଉଚ୍ଚାରଣ: Kandi
সাক্কি
ଦେ. ବି. (ସଂ. କେନ୍ଦ୍ର; ସନ୍ଧି) —
୧: ଦୁଇ ଘରର ମଧ୍ୟବର୍ତ୍ତୀ ସଂକୀର୍ଣ୍ଣ ସ୍ଥାନ — ୧. Narrow space between two houses; creek.
୨: ସଂକୀର୍ଣ୍ଣ ରାସ୍ତା; ଗଳି — ୨. Narrow passage; lane.
୩: ସନ୍ଧି; ଫାଙ୍କ — ୩. Chink.
୪: ବାଡ଼ ମୂଳରେ ଆଉଜାଇ ଦିଆ ଯାଇଥିବା ମାଟିର ଗଦା — ୪. A heap of earth pushed to the foot of a hedge.
ଦେ. ବିଣ —
ମୂକ —Dumb.
କନ୍ଦିବେଡ଼ ପ୍ରାଯେ ଦିଶେ ନୁହେ କନ୍ଧି ବେଡ଼ା ପ୍ରାଚୀ. ବ୍ରହ୍ମାନିରୁପଣଗୀତା