Jump to content

କନ୍ଦିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଦିବା
ଉଚ୍ଚାରଣ: Kandibā
অজান त्र्प्रँखुत्र्प्रना

ଦେ. କ୍ରି. (ସଂ. ସ୍କନ୍ଧ) —

(ଗଛ) କନ୍ଦା ପକାଇବା ବା କାଢ଼ିବା; (ନଡ଼ିଆ ଗଛର) କାନ୍ଧିରୁ ନୂଆ କନ୍ଦା ବାହାରିବା —To show signs of new shoots coming out at the top of a fruit-bearing tree (e.g. cocoanut).