କନ୍ଦୁକ
ଦେଖଣା
କନ୍ଦୁକ —
ଉଚ୍ଚାରଣ: Kanduka
ସଂ. ବି. (କନ୍ଦ୍ ଧାତୁ=ରୋଦନ କରିବା+କର୍ତ୍ତୃ. ଉକ) —
୧: ଖେଳିବାର ଗୋଳକ; ବଲ୍; ପେଣ୍ଡ଼ୁ — ୧. Play-ball.
ବାଣିଜ୍ୟ ହାହା ପଦକ କୃତରୁ ସୁନାରୀ ଟେକ ବାଳା କ୍ଷତିରେ କନ୍ଦୁକ—କୁଚ ଖେଳାଇ ଭଞ୍ଜ. ବୈଦେହୀଶବିଳାସ
୨: ତକିଆ —୨. A pillow.
୩: ତେରଅକ୍ଷରିଆ ସଂସ୍କୃତଛନ୍ଦୋବିଶେଷ — ୩. A sanskrit metre of thirteen letters.
୪: କ୍ରିଡ଼ନକ; କ୍ରିଡ଼ାବସ୍ତୁ — ୪. A play-thing.