Jump to content

କନ୍ଦୂକକ୍ରିଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଦୂକକ୍ରିଡ଼ା
ଉଚ୍ଚାରଣ: Kandūkakrīṟḍ̠ā

ସଂ. ବି. (୩: ୟା ତତ୍; କନ୍ଦୂକ+କ୍ରୀଡ଼ା) —

ପେଣ୍ଡ଼ୂଦ୍ବାରା ଖେଳ — A play with balls.

କନ୍ଦୂକ କ୍ରୀଡ଼ାରେ ସୁତରୀଆଦି ରତ ଏ ସ୍ଥଳେ ରାଧାନାଥ. ଚନ୍ଦ୍ରଭାଗା