Jump to content

କନ୍ଦ ଉଖୁଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଦ ଉଖୁଡ଼ା
ଉଚ୍ଚାରଣ: Kanda ukhuṟḍā

ଦେ. ବି. —

କନ୍ଦ ବା ନବାଢରେ ପାଗ ହୋଇ ତିଆରି— ହୋଇଥିବା ଉଖୁଡ଼ା —Fried rice seasoned with boiled refined molasses.