Jump to content

କନ୍ଦ ପାଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଦ ପାଗ
ଉଚ୍ଚାରଣ: Kanda pāga
মিহিরিরপাক

ଦେ. ବି. —

(କନ୍ଦ+ପାଗ) କନ୍ଦକୁ ପାଣିର ପକାଇ ନିଆଁରେ ପାକ କରି ସେଥିରେ ଖଇକୁ ଖରଡ଼ି କନ୍ଦ ଉଖୁଡ଼ା ତିଆର କରିବାର ପ୍ରଣାଳୀ — Mode of seasoning fried paddy with sugar-syrup.