କନ୍ଧବେତରା
ଦେଖଣା
କନ୍ଧବେତରା —
ଉଚ୍ଚାରଣ: Kandhabetarā
ପ୍ରାଦେ. (ଗଲଡ଼ଜାତ) ବି. —
କନ୍ଧମାନେ ଘରରୁଅ ଉପରେ ପକାଯିବା ପାଇଁ ଯେପରି ତଲେଇ ବୁଣନ୍ତି ସେହିପରି ଛନ୍ଦାହେବା ବତାମାନ (ଏହା ଖୁବ ମଜଭୂତ୍ ହୁଏ) —Split bamboos woven very strongly over the bamboo frame of thatch.