କନ୍ଧି
ଦେଖଣା
କନ୍ଧି —
ଉଚ୍ଚାରଣ: Kandhi
ସଂ. ବି. (କଂ=ମସ୍ତକକୁ, ଜଳକୁ+ଧା ଧାତୁ= ଧାରଣ କରିବା+କର୍ତ୍ତୃ. ଇ) —
୧: ଗ୍ରୀବା; ସ୍କନ୍ଧ —୧. Shoulder.
୨: ସମୂଦ୍ର —୨. Ocean; the sea.
আক্কি
ଦେ. ବି —
୧: କନ୍ଧ; ଅପ୍ରଶସ୍ତ ସନ୍ଧିସ୍ଥଳ — ୧. Narrow space.
୨: ସନ୍ଧ —୨. Chink; narrow opening.
୩: କ୍ଷୂଦ୍ର ଗଳି —୩. Narrow lane.
୪: ଓଡ଼ିଶାର ଗଡ଼ଜାତବାସୀ କନ୍ଧମାନଙ୍କ କଥିତଭାଷା — ୪. The language of the Khonds in the Orissa States.