Jump to content

କନ୍ଧୁଅ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଧୁଅ କରିବା
ଉଚ୍ଚାରଣ: Kandhua karibā
কাঁঘেকরা कन्धेपर चढ़ाना

ଗ୍ରା. କ୍ରି —

ଶିଶୁ ଆଦିକୁ କାନ୍ଧରେ ବସାଇ ବହନ କରିବା; କାନ୍ଧଇ କରି ବୋହିବା; କାନ୍ଧେଇବା — To carry a child or young person by making him ride on one's shoulders.