Jump to content

କନ୍ଧ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଧ କରିବା
ଉଚ୍ଚାରଣ: Kandha karibā
কাঁধে করা

ଦେ. କ୍ରି —

କୌଣସି ମନୁଷ୍ୟ ବା ଶିଶୁକୁ କାନ୍ଧରେ ବସାଇ ବହନ କରିବା; କାନ୍ଧେଇବା —To carry a man on one's shoulders.