Jump to content

କନ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ୟ
ଉଚ୍ଚାରଣ: Kanya

ସଂ. ବି. (କନ୍ ଧାତୁ= ପ୍ରୀତ ହେବା+କରଣ. ୟ) —

୧: କନ୍ୟାରାଶି — ୧. One of the ୧୨ solar mansions; the sign Virgo.

୨: ସିଂହମାସର ପରବର୍ତ୍ତୀ ସୌରମାନ ମାସ; ଏହା ଚାନ୍ଦ୍ରମାନ ଆଶ୍ବିନ ମାସ ସଙ୍ଗେ ପ୍ରାୟ ସମାନ —୨. The solar month corresponding to lunar Āṡwina (September-October.)

ବର ପରାଯେ ନବ କନ୍ୟାଲିଙ୍ଗନେ ବଢ଼ାଇ ଶୋଭା ପ୍ରବର— ଭଞ୍ଜ. ବୈତେହୀଶବଳାସ