Jump to content

କନ୍ଯକାଛଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ୟକାଛଳ
ଉଚ୍ଚାରଣ: Kanyakāchhaḻa

ସଂ. ବି. (କନ୍ୟକା+ଛଳ ଧାତୁ+ଭାବ. ଅ) —

ଅବିବାହିତା ବାଳିକାକୁ ଫୂସୂଲାଇ କରି ଘରୁ ବାହାର କରି ନେବା —Seduction; beguiling of a maiden form her home (M.W.)