Jump to content

କନ୍ଯକାସ୍ତମ୍ଭ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ୟକାସ୍ତମ୍ଭ
ଉଚ୍ଚାରଣ: Kanyakāstambha

ସଂ. ବି. (ଶିଳ୍ପକଳାରେ ବ୍ୟବହୃତ ଶବ୍ଦ) —

ଦେଉଳ, ମଣ୍ଡ଼ପ ପ୍ରଭୃତିରେ ଖମ୍ବ ସ୍ତ୍ରୀ ମୂର୍ତ୍ତିପରି ନିର୍ମିତ କାଠ ବା ପଥରର ଖୁମ୍ବ (ଏହା ଦେଉଳ ଓ ମଣ୍ଡ଼ପରେ ଲାଗିଥାଏ) — A pillar sculptured in the shape of a woman and used in temples.