Jump to content

କନ୍ଯକୁବ୍ଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ୟକୁବ୍ଜ
ଉଚ୍ଚାରଣ: Kanyakubja

ସଂ. ବି. (ନାମ) —

(କନ୍ୟା+କୁବ୍ଜ; ଏଠାରେ ରାଜା କୁଶନାଭଙ୍କ ଶତକନ୍ୟାଙ୍କୁ ବାୟୁଦେବ ସହବାସ କରିବାକୁ ଇଚ୍ଛା କରନ୍ତେ ସେମାନେ ଏ ପ୍ରସ୍ତାବରେ ସ୍ବୀକୃତ ନ ହେବାରୁ ବାୟୁଙ୍କ ଅଭିଶାପରେ ଶତକନ୍ୟା କୁଜୀ ହୋଇ ଯାଇଥିବାରୁ ଏହି ନାମ— ରାମାୟଣ ଆଦିକାଣ୍ଡ଼ ୩୨: )—ଗଙ୍ଗାନଦିର ଉପନଦି କାଳୀ ନଦି କୂଳରେ ଅବସ୍ଥିତ ଉତ୍ତରପଶ୍ଚିମଭାରତର ପ୍ରାଚୀନ ନଗରୀ (ଆଧୁନିକ ପରକ୍କବାଦି ଜିଲ୍ଲା) — Name of an ancient city of great note in N.W. India (the modern district of Farrukhabad) (M.W.)