Jump to content

କନ୍ଯା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ୟା
ଉଚ୍ଚାରଣ: Kanyā

ସଂ. ବି. ସ୍ତ୍ରୀ—(କନ୍ ଧାତୁ= ଅଭିଳାଷ କରିବା+କର୍ମ. ୟ+ସ୍ତ୍ରୀ. ଆ; ୟାହାକୁ ବିବାହାର୍ଥ ଅଭିଳାଷ କରାଯାଏ; କିମ୍ବା କମ୍ ଧାତୁ=ବାଛିବା+କର୍ତ୍ତୃ. ୟ+ଆ; ଯେ ବର ବାଛେ) —

୧: ତନୟା, ଆତ୍ମଜା; ଝିଅ; ଦୂହିତା —୧. Daughter.

ଏମନ୍ତେ ତାର ପାଞ୍ଚ ସୃତ ବେନି କନ୍ୟାର ମଧେ ଜାତ ଜଗନ୍ନାଥ. ଭଗବତ

୨: ଦଶବର୍ଷବୟସ୍କା ଅବିବାହିତା ବାଳିକା — ୨. A maiden in her ୧୦th. year.

୩: ଅବିବାହିତା ବାଳିକା —୩. Virgin; maiden.

୪: ନବବିହିତା ବାଳିକା —୩. Bride.

୫: ବିବାହାର୍ଥ ମନୋନିତା କନ୍ୟା —୫. Bride-elect.

୬: (ବୈଦ୍ୟକ) ଘୃତକୁମାରି; ଘିକୁଆଁରି ଗଛ — ୬. Aloe Indica.

୭: (ବୈଦ୍ୟକ)—ବନ୍ଧ୍ୟା କର୍କୋଟିକା; ଅଷାଢୁଆ — ୭. Memordica Disiciamele.

୮: ଦୁଇ ଚରଣ ଓ ଚାର ଅକ୍ଷରବିଶିଷ୍ଟ ସଂସ୍କୃତି ଛନ୍ଦୋବିଶେଷ — ୮. A Sanskrit metre having two feet of four letters each.

୯: କନ୍ୟରାଶି; ଜ୍ଯୋତିଷଶାସ୍ତ୍ରୋକ୍ତ ଷଷ୍ଠ ରାଶି — ୯. The sixth solar mansion of Hindhu astronomy; the sign of Virgo.

ଦେ. ବି. —

କନିଆଁ (ଦେକ) Kaniāñ (See)