Jump to content

କନ୍ଯାକର୍ତ୍ତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ୟାକର୍ତ୍ତା
ଉଚ୍ଚାରଣ: Kanyākarttā

ସଂ. ବି. (୬: ଷ୍ଠୀ ତତ୍; କନ୍ୟା+କର୍ତ୍ତା) —

୧: ବିବାହରେ କନ୍ୟା ପକ୍ଷର ଅଭିଭାବକ; ଯେ କନ୍ୟାକୁ ବର ହାତରେ ସମ୍ଫ୍ର ଦାନ କରନ୍ତି —The guardian of a bride who gives away the girl in marriage.