Jump to content

କନ୍ଯାଗତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ୟାଗତ
ଉଚ୍ଚାରଣ: Kanyāgata

ସଂ. ବିଣ. (୨: ୟା ତତ୍; କନ୍ୟା+ଗତ) —

୧: କନ୍ୟାଠାରେ ଦୃଷ୍ଟ ବା ଜାତ; କନ୍ୟାର ଅଧିକୃତ — ୧. Inherent in or belonging to a virgin or maiden.

୨: କନ୍ୟାରାଶିରେ ଅବସ୍ଥିତ (ଗ୍ରହ) — ୨. (a planet) While in the sign of Virgo.