କନ୍ଯାଦାତା
ଦେଖଣା
କନ୍ୟାଦାତା —
ଉଚ୍ଚାରଣ: Kanyādātā
ସଂ. ବି. ଫୁ. (କନ୍ୟା+ଦାତୃନ୍; ୧: ମା. ୧: ବ.—ଯେ କନ୍ୟାକୁ ବରଙ୍କଠାରେ ସମର୍ପଣ କରନ୍ତି) (ରାମଶଙ୍କର. ମନୂ୯: ୭୩: )
୧: କନ୍ୟାର ପିତା — ୧. Father of a girl.
୨: କନ୍ୟାକର୍ତ୍ତା (ଦେଖ) ୨. Kanyākarttā (See)