କନ୍ଯାଦାନ
ଦେଖଣା
କନ୍ୟାଦାନ —
ଉଚ୍ଚାରଣ: Kanyādāna
ସଂ. ବି. (୬: ଷ୍ଠୀ ତତ୍; କନ୍ୟା+ଦାନ) —
୧: ବିବାହବେଦୀରେ କନ୍ୟାକର୍ତ୍ତାଙ୍କର କନ୍ୟାକୁ ବର ହାତରେ ସମର୍ପଣରଣରବପ କର୍ମ—(ରାମଶଙ୍କର—ମନୁ ୩: ୩୫: ) — ୧. Giving a girl away in marriage.
୨: (କନ୍ୟା+ଆଦାନ)— କନ୍ୟାଦାତାଙ୍କଠାରୁ ବିବାହ ପାଇଁ କନ୍ୟାର ଗ୍ରହଣ — Receiving a girl in marriage (M.W.).