କନ୍ଯାଦାୟ
ଦେଖଣା
(କନ୍ଯାଦାଯରୁ ଲେଉଟି ଆସିଛି)
କନ୍ୟାଦାୟ —
ଉଚ୍ଚାରଣ: Kanyādāya
কন্য়াদায়
ସଂ. ବି. (ମ. ପ. ଲୋ; କନ୍ୟା+ଦାୟ)
କନ୍ୟା ଅଭିଆଡ଼ି ହୋଇ ଘରେ ରହିବାଯୋଗୁଁ ପତାମାତାଙ୍କର କଷ୍ଟ ବା ସଙ୍କଟ — The diffculty or burden of having a marriageable daughter still unmarried.