କନ୍ଯାଦୂଷଣ
ଦେଖଣା
କନ୍ୟାଦୂଷଣ —
ଉଚ୍ଚାରଣ: Kanyādūshaṇa
ସଂ. ବି. (୬: ଷ୍ଠୀ ତତ୍, କନ୍ୟା+ଦୂଷଣ) —
୧: ଅବିବାହିତା କନ୍ୟାକୁ ବଳାତ୍କାର ରମଣ — ୧. Violation of a maiden; defilement of a virgin.
୨: କୁମାରୀର ଅପବାଦ ଉଟନା କରିବା —Calumniation of a maiden.