Jump to content

କନ୍ଯାଧନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ୟାଧନ
ଉଚ୍ଚାରଣ: Kanyādhana

ସଂ. ବି. (୬: ଷ୍ଠୀ ତତ୍; କନ୍ୟା+ଧନ) —

କନ୍ୟାର ସମ୍ପତ୍ତି; — A girl's property, portion or dowry (M.W.).

[ଦ୍ର—କନ୍ୟା ଅବିବାହିତା ହୋଇ ମୃତା ହେଲେ ତା ଧନ ତା ଭାଇ ପାଇବ—ହିନ୍ଦୁ ସ୍ମୃତି]