Jump to content

କନ୍ଯାପକ୍ଷ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ୟାପକ୍ଷ
ଉଚ୍ଚାରଣ: Kanyāpaksha

ସଂ. ବି. (୬: ଷ୍ଠୀ ତତ୍; କନ୍ୟା+ପକ୍ଷ)

ବିବାହଉତ୍ସବରେ ଯୋଗ— ଦେଇଧିବା କନ୍ୟାପକ୍ଷର ବାନ୍ଧବଗଣ — The relatives of the bride who attend a marriage ceremony.