କନ୍ଯାଶୁଳ୍କ
ଦେଖଣା
କନ୍ୟାଶୁଳ୍କ —
ଉଚ୍ଚାରଣ: Kanyāṡuḻka
ସଂ. ବି. (ମ. ପ. ଲୋ; କନ୍ୟା+ଶୁଳ୍କ) —
କନ୍ୟାପିତା ବର— ଠାରୁ କନ୍ୟାର ମୂଲ୍ୟସ୍ବରୂପ ଗ୍ରହଣ କରିବା ଧନ — The purchase-money taken by the bride's father from the bridegroom for giving him a daughter in marriage.