କନ୍ଯାସମ୍ପ୍ରଦାନ
ଦେଖଣା
କନ୍ୟାସମ୍ପ୍ରଦାନ —
ଉଚ୍ଚାରଣ: Kanyāsampradāna
ସଂ. ବି. (୬: ଷ୍ଠୀ ତତ୍; କନ୍ୟା+ସମ୍ପ୍ରଦାନ) —
ବିବାହବେଦୀରେ କନ୍ୟାକର୍ତ୍ତା କନ୍ୟାକୁ ବର ହାତରେ ସମର୍ପଣକରଣରୂପ କର୍ମ — Giving a girl away in marriage.