Jump to content

କନ୍ଷ୍ଟିଚ୍ଯୁସନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଷ୍ଟିଚ୍ୟୁସନ୍
ଉଚ୍ଚାରଣ: Kanshṭichyusan
কন্ষ্টিচ্যুসন कन्ष्टिच्युसन

ବୈଦେ. ବି. (ଇଂ. କନ୍ଷ୍ଟିଟ୍ୟୁସନ୍) —

୧: ଶରୀର ବା ଅବୟବୀ ବସ୍ତୁ — ୧. Corporeal thing.

୨: ଆଇନ୍ସମୂହ — ୨. The body of laws in a Government.

୩: ରାଜ୍ୟ ପରିଚାଳନାର୍ଥ ବନ୍ଧା ନିୟମସମୂହ — ୩. Fundamental principles for the Governance of State.