Jump to content

କନ୍ସର୍ଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ସର୍ଟ
ଉଚ୍ଚାରଣ: Kansarṭ
কনসার্ট कानसार्ट

ବୈଦେ. ବି. (ଇଂ. କନ୍ସର୍ଟ) —

ଏକ କାଳେରେ ବହୁ ବାଦ୍ୟ ଓ ଗାୟକଙ୍କ ଦ୍ବାରା ସମୋଚ୍ଚାରିତ ସଙ୍ଗୀତ; ଐକତାନିକ ବାଦ୍ୟ —Concert.