କନ୍ସର୍ଭେଟିଭ୍
ଦେଖଣା
କନ୍ସର୍ଭେଟିଭ୍ —
ଉଚ୍ଚାରଣ: Kansarbheṭibh
কন্সরভেটিভ্
कनसरबेटिव
ବୈଦେ. ବିଣ. (କନ୍ସର୍ଭେଟିଭ) —
ରକ୍ଷଣଶୀଳ; କୌଣସି ପ୍ରାଚୀନ ଆଚାର ବା ଗୀତ ଯେ ସର୍ବଦା ରକ୍ଷା କରିବାରେ ୟତ୍ନଶୀଳ —Conservative.
(ଯଥା—ଇଂଲଣ୍ଡରେ କନ୍ସର୍ଭେଟିଭ୍ ନାମକ ଗୋଟିଏ ବିଶିଷ୍ଟ ରାଜନୀତିକ ଦଳ ଅଛି)