Jump to content

କପକନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପକନା
ଉଚ୍ଚାରଣ: Kapakanā

ଦେ. ବି —

କ୍ଷେତ୍ରକୁ ପାଣି ବୁହାଇବା ନିମନ୍ତେ ତେଣ୍ଡାର ବା ୟନ୍ତାର ଅଳସିରା ଯେଉଁ ଦୋକନା ଖୁଣ୍ଟ ଉପରେ ରହେ —The forked pillar or pillars supporting the hollowed cocoanut trunk which conveys water baled for irrigating fileds.