କପଟତପସ୍ବୀ
ଦେଖଣା
କପଟତପସ୍ବୀ —
ଉଚ୍ଚାରଣ: Kapaṭatapaswī
(କପଟତପସ୍ବିନୀ—ସ୍ତ୍ରୀ)
ସଂ. ବି. ପୁଂ —
ଭଣ୍ଡତପସ୍ବୀ; ବିରାଡ଼ିବୈଷମ; ଛଳତପସ୍ବୀ; ଯେ ତପସ୍ବୀ ବୋଲି ଦେଖାଇ ହୁଏ — A pretended ascetic; a religious imposter.
କପଟତପସ୍ବୀ —
ଉଚ୍ଚାରଣ: Kapaṭatapaswī
(କପଟତପସ୍ବିନୀ—ସ୍ତ୍ରୀ)
ସଂ. ବି. ପୁଂ —
ଭଣ୍ଡତପସ୍ବୀ; ବିରାଡ଼ିବୈଷମ; ଛଳତପସ୍ବୀ; ଯେ ତପସ୍ବୀ ବୋଲି ଦେଖାଇ ହୁଏ — A pretended ascetic; a religious imposter.