Jump to content

କପଟପାଶା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପଟପାଶା
ଉଚ୍ଚାରଣ: Kapaṭapāṡā
কপটপাশা कपटपाँसा

ଦେ. ବି —

୧: ୟୁଧିଷ୍ଠିରଙ୍କ ସଙ୍ଗେ ଦୁର୍ଯ୍ୟୋଧନ ଖେଳିଥିବା ଛଳ ଦ୍ୟୂତକ୍ରୀଡ଼ା —୧. The unfair game of dice which Durj̄yodhana played with guileless J̄udhishṭhira and which led to the Mahābhārata great war.

କପଟପାଶାର ଆଜି ଦେବ ପ୍ରତିଫଳ ରାଧାନାଥ

୨: ଭୀମାଧୀବର ରଚିତ କୁରୁପାଣ୍ଡବଙ୍କର ଛଳ ଦ୍ୟୁତକ୍ରୀଡ଼ା ବର୍ଣ୍ଣନାଯୁକ୍ତ ଓଡ଼ିଆ ପଦ୍ୟଗ୍ରନ୍ଥ — ୨. Name of an Oṟḍ̠iā poem composed by Bhīmādhībara.