କପଟବେଶ
ଦେଖଣା
କପଟବେଶ —
ଉଚ୍ଚାରଣ: Kapaṭabeṡa
(କପଟବେଶା—ସ୍ତ୍ରୀ)
ସଂ. ବି —
ନିଜର ପ୍ରକୃତ ରୂପକୁ ଗୋପନ କରି ଛଳରୂପ ଧାରଣା; ଛଦ୍ମବେଶ —A disguise; a mask; false dress.
ସଂ. ବିଣ. ପୁଂ. —
କପଟବେଶୀ (ଦେଖ) Kapaṭabeṡī (See)
କପଟବେଶ —
ଉଚ୍ଚାରଣ: Kapaṭabeṡa
(କପଟବେଶା—ସ୍ତ୍ରୀ)
ସଂ. ବି —
ନିଜର ପ୍ରକୃତ ରୂପକୁ ଗୋପନ କରି ଛଳରୂପ ଧାରଣା; ଛଦ୍ମବେଶ —A disguise; a mask; false dress.
ସଂ. ବିଣ. ପୁଂ. —
କପଟବେଶୀ (ଦେଖ) Kapaṭabeṡī (See)