Jump to content

କପଟଲେଖ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପଟଲେଖ୍ୟ
ଉଚ୍ଚାରଣ: Kapaṭalekhya

ସଂ. ବି. (ମ. ପ. ଲୋ; କପଟ+ଲେଖ୍ୟ) —

ଯେଉ ଦଲିଲରେ ଲେଖକ ଅନ୍ୟର ଲେଖାକୁ ଅନୁକରଣ କରି ଲେଖିଥାଏ; ଜାଲ୍ ଦଲିଲ —A forged document; a document with feigned handwriting.