କପଟିଆ
ଦେଖଣା
କପଟିଆ —
ଉଚ୍ଚାରଣ: Kapaṭiā
কপটী
कपटी
ଦେ. ବିଣ. (ସଂ. କପଟୀ) —
୧: କପଟୀ (ବ୍ୟକ୍ତି) — ୧. Deceitful.
୨: କପଟତାଯୁକ୍ତ (କାର୍ଯ୍ୟ ବା କଥା) — ୨. Crafty.
କପଟିଆ —
ଉଚ୍ଚାରଣ: Kapaṭiā
কপটী
कपटी
ଦେ. ବିଣ. (ସଂ. କପଟୀ) —
୧: କପଟୀ (ବ୍ୟକ୍ତି) — ୧. Deceitful.
୨: କପଟତାଯୁକ୍ତ (କାର୍ଯ୍ୟ ବା କଥା) — ୨. Crafty.