Jump to content

କପଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପଡ଼ା
ଉଚ୍ଚାରଣ: Kapaṟā
কপ়ড় कपड़ा

ଦେ. ବି. (ସଂ. କର୍ପଟ; କାର୍ପାସପଟ; ପା. କପ୍ପଟ) —

ଲୁଗା; ବସ୍ତ୍ର — Cloth.

ଶିରରେ କପଡ଼ା ଖଣ୍ଡେ ବାନ୍ଧି ନୃପବର—ମହାଦେବ. ମାର୍କଣ୍ଡୟପୁରାଣ