Jump to content

କପଡ଼ାଛଣା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପଡ଼ାଛଣା
ଉଚ୍ଚାରଣ: Kapaṟḍ̠āchhaṇā
কপড়েছাঁকা कपडछन;

कपड़छान

ଦେ. ବି —

କନାରେ ଛଣା ହୋଇଥିବା ଗୁଣ୍ଡ ପଦାର୍ଥ — Any powder strained through a piece of cloth.

ଦେ. ବିଣ —

କନାରେ ଛଣା ହୋଇଥିବା — Strained through a piece of cloth.