କପର୍ଦ୍ଦ
ଦେଖଣା
କପର୍ଦ୍ଦ —
ଉଚ୍ଚାରଣ: Kapardda
ସଂ. ବି. (କ=ଗଙ୍ଗା; ଜଳ; ମୁଖ+ପୃ ଧାତୁ=ପାଳନ କରିବା +କର୍ତ୍ତୃ. ଦ) —
୧: ଶିବଜଟା — ୧. The matted hair-locks of the God Ṡiba.
୨: କଉଡ଼ି —୨. A Kauṟḍ̠i or small shell used in currency.