Jump to content

କପର୍ଦ୍ଦିୟାନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପର୍ଦ୍ଦିୟାନ
ଉଚ୍ଚାରଣ: Kaparddij̄āna

ସଂ. ବି. (୬: ଷ୍ଠୀ ତତ୍; କପର୍ଦ୍ଦିନ୍+ୟାନ) —

ବୃଷଭ — Bull.

କପର୍ଦ୍ଦିୟାନମାନ ହେଲେ ମତ୍ତ୍—ଦୀନକୃଷ୍ଣ. ରସକଲ୍ଲୋଳ