କପାକପୂର ଏକା ଭାଉ (ପ୍ରବାଦ)
ଦେଖଣା
କପାକପୂର ଏକା ଭାଉ (ପ୍ରବାଦ) —
ଉଚ୍ଚାରଣ: Kapā kapūra ekā bhāu
মুড়ী মিছিরির একদর
ଦେ. ବାକ୍ୟ —
ଯେଉଁ ସ୍ଥଳରେ ସ୍ବଳ୍ପମୂଲ୍ୟ ଓ ବହୁମୂଲ୍ୟ ପଦାର୍ଥ ପ୍ରତି ସମାନ ବ୍ୟବହାର ବା ବିଚାର କରାଯାଏ —A saying applied to cases
where things of high and low value are equally regarded and treated.