Jump to content

କପାଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପାଟ
ଉଚ୍ଚାରଣ: Kapāṭa

ସଂ. ବି. (କ=ବାୟୁ+ପଟ ଧାତୁ ଣଚ୍=ପାଟି ଧାତୁ=ଗମନ କରିବା; ପାଇବା+କର୍ତ୍ତୃ. ଅ) —

୧: କବାଟ —୧. Door.

୨: ଦ୍ବାରର ଆବରଣପଟ —୨. Door-leaf.