Jump to content

କପାଟଘ୍ନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପାଟଘ୍ନ
ଉଚ୍ଚାରଣ: Kapāṭaghna

ସଂ. ବି. (କପାଟ+ହନ୍ ଧାତୁ=ଆଘାତ କରିବା+କର୍ତ୍ତ. ଅ) —

କବାଟ ଭାଙ୍ଗି ଘରେ ପଶିବା ଚୋର — A thief; a house-breaker.