Jump to content

କପାତୂଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପାତୂଳା
ଉଚ୍ଚାରଣ: Kapātūḻā
কাপাসতুলা कपासकोर

ଦେ. ବି. (କାର୍ପାସ+ତୂଳ) —

କପା ଗଛରୁ ବାହାରିବା ତୂଳା — Cotton from the Cotton-tree

[ଦ୍ର—ଶିମିଳି ଓ ଅରଖ ଗଛରେ ଫୁଟିବା ଫଳ—କୋଷରୁ ମଧ୍ୟ ତୂଳା ବାହାରେ]