Jump to content

କପାଳପାଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପାଳପାଟି
ଉଚ୍ଚାରଣ: Kapāḻapāṭi
কপাল लिलार

ଦେ. ବି. (ସଂ. କପାଳ+ପଟ୍ଟ) —

ଭାଲପଟ୍ଟ — Forehead.

ବିରଥ କରି ଦୁଃଶାସନକୁ ସାତ୍ୟକି, ତିନି କାଣ୍ଡ ବିନ୍ଧିଲେ କପାଳପାଟିକି କୃଷ୍ଣସିଂହ. ମହାଭାରତ. କର୍ଣ୍ଣ