Jump to content

କପାଳଫଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପାଳଫଟା
ଉଚ୍ଚାରଣ: Kapāḻaphaṭā

କପାଳଫଟେଈ, କପାଳଳଫାଟୀ, କପାଳଫାଟେଈସ୍ତ୍ରୀ

কপালফটা, পেড়াকপালিয়া अभागा

ଦେ. ବିଣ. ପୁଂ. —

୧: ହତଭାଗ୍ୟ — ୧. Unfortunate.

୨: କର୍ମହୀନ —୨. Unlucky.

୩: ହତଭାଗ୍ୟ କରିବାକୁ ସମର୍ଥ (ଯଥା— କପାଳଫଟା କଥା ବା ଘଟଣା) ୩. Capable of making one unfortunate.